ନିର୍ଭୟା ମାମଲା: ଦୋଷୀ ପବନର ରାଜକ୍ଷମା…
ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ପବନ ଗୁପ୍ତା ଆବେଦନ କରିଥିବା ରାଜକ୍ଷମା ଖାରଜ। ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗତ ୨ତାରିଖ ଦିନ ରାଷ୍ଟ୍ରପତିଙ୍କ ନିକଟରେ ପବନର ଓକିଲ ରାଜକ୍ଷମା ପାଇଁ ଆବେଦନ କରିଥିଲେ। ସେହିପରି ୨ତାରିଖ ଦିନ ପବନର କ୍ୟୁରେଟିଭ ପିଟିସନ ମଧ୍ୟ…