ନିର୍ଭୟା ମାମଲା: ଦୋଷୀ ପବନର ଆବେଦନକୁ…
ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପବନ ଗୁପ୍ତାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ପବନ ନିଜକୁ ‘ବାଳ ଅପରାଧୀ’ ଦର୍ଶାଇ କୋହଳ ଦାବି ମାମଲାର ପୁନର୍ବିଚାର ପାଇଁ ଆଗତ ମାମଲାକୁ ଫାଶୀର ଦିନକ ପୂର୍ବରୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମ୍ କୋର୍ଟ।
୨୦୧୨ରେ ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଥିବା ବହୁଚର୍ଚ୍ଚିତ…