Odisha Link
Bridging the Missing Links in Odisha
Browsing Tag

Paytm

Paytm: ପିପିଏସ୍‌ଏଲ୍‌ ସିଇଓ ପଦବୀରୁ…

ଓଏଲ୍‌ ବ୍ୟୁରୋ: ପେଟିଏମ୍‌ ପେମେଣ୍ଟ ସର୍ଭିସେସ୍‌ ଲିମିଟେଡର ସିଇଓ ପଦରୁ ଇସ୍ତଫା ଦେଲେ ନକୁଳ ଜୈନ। ନୂଆକରି ନିଜ କମ୍ପାନୀ ଦ୍ବାରା ବାଣିଜ୍ୟ ଜଗତରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଥିବାରୁ ନକୁୁଳ ଜୈନ ସିଇଓ ପଦରୁ ଇସ୍ତଫା ଦେଇଥିବା ସୂଚନା ରହିଛି। ପେଟିଏମ୍‌ ପକ୍ଷରୁ କୁହାଯାଇଛି, ଆମେ ନକୁୁଳ ଜୈନଙ୍କ…

ଗୁଗୁଲ ପ୍ଲେ ଷ୍ଟୋରକୁ ଫେରିଲା ପେଟିଏମ୍‌…

ନୂଆଦିଲ୍ଲୀ: ପ୍ରାୟ ୪ ଘଣ୍ଟା ପରେ ପୁଣିଥରେ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଲା ପେଟିଏମ୍‌ ଆପ୍। ଏନେଇ ପେଟିଏମ୍‌ ପକ୍ଷରୁ ଏକ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ଅପରାହ୍ନରେ ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଥିଲା ପେଟିଏମ୍‌ ଆପ୍। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗୁଗୁଲ ପକ୍ଷରୁ କୁହାଯାଇଥିଲା ଯେ,…

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍‌…

ନୂଆଦିଲ୍ଲୀ: ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍‌ ଆପ୍। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ଗୁଗୁଲ କେବେବି ଜୁଆ ଖେଳ ସହତ ଜଡ଼ିତ ଆପକୁ ସମର୍ଥନ ଦେବ ନାହିଁ। ପେଟିଏମ୍‌ ଏବଂ ୟୁପିଆଇ ଆପ୍‌ One97 Communication Ltd ଦ୍ବାରା ଡେଭେଲପ୍‌ କରାଯାଇଛି।…