Odisha Link
Bridging the Missing Links in Odisha
Browsing Tag

PCC

ଓଡ଼ିଶା କଂଗ୍ରେସ ସଭାପତିଙ୍କୁ କାଳିମାଡ଼

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ ଭବନରରେ ପଶି କାଳିମାଡ଼ କରିଛନ୍ତି ଅସନ୍ତୁଷ୍ଠ ଗୋଷ୍ଠୀ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ମିଳିଥିବା ସୂଚନା ମୁତାବକ, ଆଜି କଂଗ୍ରେସ ଭବନରେ ନିଜ ଚାମ୍ବରରରେ ବସିଥିବା ବେଳେ ଶରତ ପଟ୍ଟନାୟକ କିଛି…

ଆଗକୁ ପଞ୍ଚାୟତ ନିର୍ବାଚନ,…

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁୁ ଓଡ଼ିଶା କଂଗ୍ରେସରେ ବିଦ୍ରୋହ। କଂଗ୍ରେସ ବିଧାୟକମାନେ ଦଳର ସ୍ଥିତି ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ୨ ପୃଷ୍ଠାର ଚିଠି ଲେଖି ଅବଗତ କରିବା ସହ ଭେଟିବା ପାଇଁ ମଧ୍ୟ ସମୟ ଲୋଡ଼ିଛନ୍ତି। କେବଳ ସେତିକି ନୁହେଁଁ କଂଗ୍ରେସ ବିଧାୟକମାନେ ମିଳିତ ହୋଇ ବୈଠକ କରିବା…

ଜୁଲାଇ ୭ରୁ ୧୭ କଂଗ୍ରେସ କରିବ ପ୍ରତିବାଦ

ଭୁବନେଶ୍ବର: ଦିନକୁ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଦର ବଢ଼ିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ଏସବୁକୁ ନଜରରେ ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।…

ଡିସେମ୍ବରରେ ନୂଆ ପିସିସି କମିଟି ଗଠନ

ଭୁବନେଶ୍ୱର: ଆସନ୍ତା ଡିସେମ୍ବରରେ ନୂଆ ପିସିସି କମିଟି ଗଠନ ହେବା ନେଇ ସମ୍ଭାବନା ରହିଛି। ନୂଆ କମିଟି ଗଠନ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଗସ୍ତ କରି ଚଳିତ ମାସରେ ରିପୋର୍ଟ ଦେବେ । ୨/୩ ଜଣ ପର୍ଯ୍ୟବେକ୍ଷକମାନଙ୍କୁ…

କଂଗ୍ରେସର ଚିନ୍ତନ ବୈଠକ: ମୁହଁ ଖୋଲିଲେ…

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପିସିସି ସଭାପତି ପଦକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ ଅସନ୍ତୁଷ୍ଟ ନିରଞ୍ଜନଙ୍କ ବିରୋଦ୍ଧରେ ମେଳି କରୁଛନ୍ତି ତ ଆଉ କେତେବେଳେ ନିରଞ୍ଜନଙ୍କ ସହ ମିଶି ମାନଭଞ୍ଜନ କରୁଛନ୍ତି। ଏପରିକି ନିରଞ୍ଜନଙ୍କ ବିରୋଧରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହେବାକୁ ମଧ୍ୟ ନିଷ୍ପତ୍ତି…

ସୋନିଆଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ…

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। କିଛି ନେତା ନିରଞ୍ଜନ ହଟାଅ ମେଳି କରୁଛନ୍ତି ତ ଆଉ କେତେବେଳେ ନିରଞ୍ଜନଙ୍କ ସହ ମିଶି ମାନଭଞ୍ଜନ କରୁଛନ୍ତି। ସେ ଯାହା ବି ହେଉ ଓଡ଼ିଶା କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଦାବି ପୁଣିଥରେ ଜୋରଦାର ହୋଇଛି। ଏନେଇ ଆସନ୍ତା ୧୦ ତାରିଖରେ…

ମୋର ପତିଆରା ନାହିଁ: ସୁର

ଭୁବନେଶ୍ୱର: ଗତକାଲି ବାପି ସର୍ଖେଲଙ୍କ ଆବାହକତ୍ୱରେ ହୋଇଥିବା କଂଗ୍ରେସ ମେଳି ବିଷୟରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ ତାଚ୍ଛଲ୍ୟ କରି କହିଛନ୍ତି ଯେ, ଯେଉଁମାନେ ପିସିସି ସଭାପତି ହେବାକୁ କହୁଛନ୍ତି ବା ହେବାକୁ ଚାହୁଁଛନ୍ତି ସେମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଖା…

ଓଡ଼ିଶା ପିସିସି: ନିରଞ୍ଜନଙ୍କୁ ଛାଡ଼ି…

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)କୁ ଭାଙ୍ଗି ଦେଇଛନ୍ତି ଦଳର ଜାତୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତିଙ୍କୁ ଛାଡ଼ି ପିସିସି ଓ ଓଡ଼ିଶା କଂଗ୍ରେସର ଅନ୍ୟ ସମସ୍ତ କମିଟିରୁ ସମସ୍ତଙ୍କୁ ବିଦା କରିଦିଆଯାଇଛି। ଏନେଇ ପ୍ରେସ୍‌…