କିଏ ହେବ ଓଡ଼ିଶାର ନୂଆ କଂଗ୍ରେସ ମୁଖିଆ ?…
ଓଏଲ୍ ବ୍ୟୁରୋ: ସରିଜି ନିର୍ବାଚନ। ହେଲେ ସରିନି ରାଜନୀତି। ରାଜ୍ୟରେ ବିଜେପି ସରକାର ଗଠନ କରିଥିବା ବେଳେ ବିଜେଡି ବିରୋଧୀ ଦଳ ଭାବେ ରାଜ୍ୟରେ ନିଜ ସ୍ଥିତି ଜାହିର କରୁଛି। ନିଜ ସ୍ଥିତି ଜାହିର କରିବା ମାମଲାରେ ବିଜେପି, ବିଜେଡିଠୁ ବହୁତ ପଛରେ ପଡ଼ିଛି କଂଗ୍ରେସ। ଏସବୁ ମଧ୍ୟରେ କିଏ ହେବ ରାଜ୍ୟ କଂଗ୍ରେସର…