ପିକକ୍ ପକ୍ଷରୁ ସପ୍ତାହବ୍ୟାପୀ ମହିଳା…
ଭୁବନେଶ୍ବର : ସମାଜରେ ମହିଳା ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ବିଶ୍ଵରେ ୩୫ ପ୍ରତିଶତ ମହିଳା ହିଂସାର ଶୀକାର ହେଉଛନ୍ତି । ମହିଳା ମାନେ କେବଳ ଧର୍ଷଣ, ଯୌତୁକ, ଶାରିରୀକ ନିର୍ଯ୍ୟାତନା ଶୀକାର ନୁହେଁ ପାରିବାରିକ ହିଂସା ଓ ହତ୍ୟାର ଶୀକାର ମଧ୍ୟ ହେଉଛନ୍ତି । ବିଶ୍ଵରେ ପ୍ରତିଦିନ ୧୩୭ ଜଣ ମହିଳା ନିଜର…