୭ମ ପେନ୍ ଇନ୍ ବୁକ୍ସ ଯୁବଲେଖକ…
ଭୁବନେଶ୍ବର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବେ କବିତା ଲେଖିପାରୁଛି, ସାହିତ୍ୟ ରଚନା କରିପାରୁଛି। କିନ୍ତୁ ମୌଳିକତାର ବିକଳ୍ପ ନାହିଁ। ମଣିଷର ଚେତନାର ବିକଳ୍ପ ଭାବେ କେବେ ବି ଯନ୍ତ୍ର ଠିଆହୋଇ ପାରିବ ନାହିଁ ବୋଲି କହିଛନ୍ତି ବିଶିଷ୍ଟ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ।…