Odisha Link
Bridging the Missing Links in Odisha
Browsing Tag

PEN IN Books

ନିଖିଲେଶ ମିଶ୍ରଙ୍କ ପ୍ରବନ୍ଧ ସଂକଳନ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ବହି ପର୍ବରେ ସାମିଲ ହେଲା "ବାଧିଲା ଜାଣି କ୍ଷମା"। ଯୁବ କବି ଓ ପ୍ରାବନ୍ଧିକ ନିଖିଳେଶ ମିଶ୍ରଙ୍କ ପ୍ରବନ୍ଧ ସଂକଳନ "ବାଧିଲା ଜାଣି କ୍ଷମା" ୫ମ ଓଡ଼ିଶା ରାଜ୍ୟ ମହୋତ୍ସବ 'ଅକ୍ଷର' ପରିସରରେ ଥିବା ପେନ୍‌ ଇନ୍‌ ବୁକ୍ସ ଷ୍ଟଲରେ…

‘ଦ ମ୍ୟାଜିକ୍ ମନ୍ତ୍ର ଅଫ୍ ଫାଇଭ୍ ଟି : ଏ…

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ପ୍ରଶାସକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ ‘ମ୍ୟାଜିକ୍ ମନ୍ତ୍ର ଅଫ୍ ଫାଇଭ୍ ଟି: ଏ ଟେଲ୍ ଅଫ୍ ଟ୍ରାନ୍ସଫର୍ମିଂ ନବରଙ୍ଗପୁର’…

୭ମ ପେନ୍‌ ଇନ୍‌ ବୁକ୍ସ ଯୁବଲେଖକ…

ଭୁବନେଶ୍ବର: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଏବେ କବିତା ଲେଖିପାରୁଛି, ସାହିତ୍ୟ ରଚନା କରିପାରୁଛି। କିନ୍ତୁ ମୌଳିକତାର ବିକଳ୍ପ ନାହିଁ। ମଣିଷର ଚେତନାର ବିକଳ୍ପ ଭାବେ କେବେ ବି ଯନ୍ତ୍ର ଠିଆହୋଇ ପାରିବ ନାହିଁ ବୋଲି କହିଛନ୍ତି ବିଶିଷ୍ଟ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ।…

ଆଜି ୭ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

ଓଏଲ୍‌ ବ୍ୟୁରୋ: ଆଜି ଅଗ୍ରଣୀ ପ୍ରକାଶନ ସଂସ୍ଥା 'ପେନ୍‌ ଇନ୍‌ ବୁକ୍ସ' ପକ୍ଷରୁ ୭ମ ଯୁବ ଲେଖକ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ ଘଟିକା ସମୟରେ ଭୁବନେଶ୍ବରସ୍ଥିତ ହୋଟେଲ ଶୀତଳଠାରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପୁରସ୍କାର ସମାରୋହରେ ମୁଖ୍ୟଅତିଥି ଭାବେ ବରିଷ୍ଠ କବି…

ପେନ୍ ଇନ୍ ବୁକ୍ସ ପକ୍ଷରୁ “ଓଡ଼ିଶୀ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା 'ପେନ୍‌ ଇନ୍‌ ବୁକ୍ସ' ବହି ପର୍ବରେ ସାମିଲ ହେଲା "ଓଡ଼ିଶୀ ସଙ୍ଗୀତ ବାରିଧୀ"। ଆଜି ପେନ୍ ଇନ୍ ବୁକ୍ସ ପକ୍ଷରୁ “ଓଡ଼ିଶୀ ସଙ୍ଗୀତ ବାରିଧି” ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଦୀର୍ଘ ୬୫୦ ପୃଷ୍ଠର ଏହି ପୁସ୍ତକରେ ବିଂଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତ…

୭ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଚଳିତ ବର୍ଷ ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା କରାଯାଇଛି। ୪୦ ବର୍ଷରୁ କମ ବୟସର ୧୦ ଜଣ ଯୁବ ଲେଖକ ସେମାନଙ୍କ ପାଣ୍ଡୁଲିପି ନମିନ୍ତେ ୨୦୨୩ ମସିହା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗଳ୍ପ ପାଣ୍ଡୁଲିପି ‘ମୁଖା ମଣିଷ’ ପାଇଁ…

ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ…

ଭୁବନେଶ୍ବର: ଭାରତର ସବୁ ରାଜ୍ୟରେ ପ୍ରସିଦ୍ଧ ଠାକୁରଙ୍କ ମନ୍ଦିର ରହିଛି। ହେଲେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ନିଜର ଆରାଧ୍ୟ ଦେବତାଙ୍କ ଦ୍ବାରା ପରିଚିତି ପାଇଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ରାଷ୍ଟ୍ରଦେବତା। ଜଗନ୍ନାଥ ଦେଶ କହିଲେ ସାରା ଓଡ଼ିଶାକୁ ବୁଝାଏ। ଏପରି ଦୃଷ୍ଟାନ୍ତ ଅନ୍ୟତ୍ର ନାହିଁ ବୋଲି…

ଆଜି ଦେବଦତ୍ତ ପଟ୍ଟନାୟକଙ୍କ ବହି ଉନ୍ମୋଚନ

ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକ ଶନିବାର ଭୁବନେଶ୍ବର ଆସିଛନ୍ତି। ଆଜି (ଅକ୍ଟୋବର ୧, ୨୦୨୩, ରବିବାର) ତାଙ୍କ ଲିଖିତ ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ ଓ ଏହା ଓଡ଼ିଆ ଅନୁବାଦ ଜଗନ୍ନାଥ ଦେଶର କଥା ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି।…

ଅକ୍ଟୋବର ୧ରେ ଦେବଦତ୍ତ ପଟ୍ଟନାୟକଙ୍କ ବହି…

ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକ ଆଜି ଭୁବନେଶ୍ବର ଆସିଛନ୍ତି। ଆସନ୍ତାକାଲି (ଅକ୍ଟୋବର ୧, ୨୦୨୩, ରବିବାର) ତାଙ୍କ ଲିଖିତ ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ ଓ ଏହା ଓଡ଼ିଆ ଅନୁବାଦ ଜଗନ୍ନାଥ ଦେଶର କଥା ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି।…

ଆର୍‌ଏସ୍‌ଏସ୍‌ ୩୬୦° ଓଡ଼ିଆ ଅନୁବାଦିତ…

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସମ୍ପର୍କିତ ସବୁଠୁ ପ୍ରସିଦ୍ଧ ପୁସ୍ତକ ‘ଆର୍‌ଏସ୍‌ଏସ୍‌ ୩୬୦°’ର ଓଡ଼ିଆ ଅନୁବାଦ ପୁସ୍ତକ ଭୁବନେଶ୍ବରରେ ଉନ୍ମୋଚିତ ହୋଇଯାଇଛି। ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ…