ନଭେମ୍ବର ୧୭ରେ ପ୍ରତି ଜିଲ୍ଲାରେ ହେବ…
ଭୁବନେଶ୍ୱର: ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ପ୍ରତି ଜିଲ୍ଲାରେ ବକେୟା ପେନ୍ସନ୍ ମାମଲାର ଆଶୁ ଫଏସଲା କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପେନ୍ସନ୍ ଅଦାଲତ ଚଳିତ ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ…