Odisha Link
Bridging the Missing Links in Odisha
Browsing Tag

petrol diesel

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଦେଶର ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଲିଟର ପିଛା ଦର ସେଞ୍ଚୁରୀ ପାର କରିଥିଲେ ହେଁ ଥମିବାର ନାଁ ନେଉନାହିଁ। ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି। ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୧୦୧.୩୭ ଟଙ୍କା ଓ ଡିଜେଲ ଦାମ ୯୭.୬୭ ଟଙ୍କା ହୋଇଛି।…

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଦେଶରେ କିଛିଦିନ ହେଲା ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ତୈଳ ଦର ବଢିଛି। ସରକାରୀ ତେଲ କମ୍ପାନୀମାନେ ଘରୋଇ ବଜାରରେ ତୈଳ ଦର ବୃଦ୍ଧି କରିଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି କରାଯାଇଛି।…

ପେଟ୍ରୋଲ ଏବଂ ଡିଜେଲ ପରେ ବୃଦ୍ଧି ହେଲା…

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ସହ ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି ।ଦେଢ଼ ମାସ ମଧ୍ୟରେ ପିଆଜ ଦର ଦ୍ୱିଗୁଣିତ ହୋଇଛି। କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କା ମହଙ୍ଗା ହୋଇଛି ପିଆଜ। ବଜାରରେ ପିଆଜ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏହାର ଖୁଚୁରା ମୂଲ୍ୟ ୬୫ ରୁ ୭୫…

ପୁଣି ଉପର ମୁହାଁ ତୈଳ ଦର

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଦେଶରେ ଲଗାତର ୧୨ ଦିନ ହେବ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ ଦାମ୍‌। ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବୃଦ୍ଧି ଘଟିଛି। ଫଳରେ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦର ସେଞ୍ଚୁରୀ ଟପି ସାରିଲାଣି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର…