Odisha Link
Bridging the Missing Links in Odisha
Browsing Tag

Petrol Diesel Prices

ପୁଣି ବଢ଼ିଲା ତୈଳ ଦର

ଭୁବନେଶ୍ୱର: ପୁଣି ବଢ଼ିଲା ପେଟ୍ରୋଲ ଓ ଡ଼ିଜେଲ୍ ଦର। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ୍ ବୃଦ୍ଧି ପାଉଥିବାରୁ ଦେଶରେ ପେଟ୍ରୋଲ ଓ ଡ଼ିଜେଲ୍ ଦାମ୍ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ଟଙ୍କା ପାର୍‌ କରିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫…

ଏହି ସ୍ଥାନରେ ପାଣି ଠୁ ବି ଶସ୍ତା…

ନୂଆଦିଲ୍ଲୀ: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଦର। ଲଗାତାର ତୈଳ‌ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦେଶରେ ପେଟ୍ରୋଲ ଓ ଡିଜେଲ୍‌ ଦର ୮୦ରୁ ୯୦ ଟଙ୍କା ରହିଛି। କାତ୍ର ଏପରି ଏକ ଦେଶ ରହିଛି ଯେଉଁଠି ପାଣି ଠୁ ବି ଶସ୍ତାରେ ମିଳେ ପେଟ୍ରୋଲ। ସାରା ବିଶ୍ୱରେ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, କେତେ…

ନୂଆଦିଲ୍ଲୀ: ପୁଣି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ଗତ ୧୧ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ଫଳରେ ଭାରତରେ ତେଲଦର ବଢୁଛି। ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୪.୦୯ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୧.୯୫ ଡଲାରକୁ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର…

ଏହି ରାଜ୍ୟରେ ଶସ୍ତା ହେବ ପେଟ୍ରୋଲ୍

ଭୋପାଳ: ପେଟ୍ରୋଲ ଓ ଡିଜେଲ୍ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏବେ ମଧ୍ୟପ୍ରଦେଶ ସରକାର ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କଲା ଭଳି ଖବର ଦେଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ଆଜି କ୍ୟାବିନେଟ୍ ବୈଠକରେ ପେଟ୍ରୋଲ ଓ ଡିଜେଲ୍ ଦର ଶସ୍ତା ହେବାକୁ…

ବେଲଗାମ ବଢୁଛି ପେଟ୍ରୋଲ, ଡିଜେଲ୍‌ ଦର

ନୂଆଦିଲ୍ଲୀ : ବେଲଗାମ ବଢୁଛି ପେଟ୍ରୋଲ, ଡିଜେଲ୍‌ ଦର। ରବିବାର ପୁଣି ପେଟ୍ରୋଲ୍‌ ଲିଟର ପ୍ରତି ୨୮ ପଇସା ବୃଦ୍ଧି ଘଟିଛି। ଡିଜେଲ୍‌ ଦାମ ୨୯ ପଇସା ପ୍ରତି ଲିଟର ବଢ଼ିଛି। ଏହାସହ ଲଗାତର ପଞ୍ଚମ ଦିନରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ ବୃଦ୍ଧି ପାଇଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳର ଦାମ ବୃଦ୍ଧି…

ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସ୍ଥିର ରହିଥିବା ଯୋଗୁଁ ଦେଶରେ ତେଲଦର କମୁଛି। ପେଟ୍ରୋଲ ଓ ଡିଜେଲ ଦର ଗତ ତିନିଦିନ ହେଲା ହ୍ରାସ ପାଉଛି। ଆଜି ପେଟ୍ରୋଲ ଦର ଲିଟର ପ୍ରତି ୧୩…

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ବିରୋଧରେ…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶ ମହାମାରୀ କରୋନା ସଙ୍କଟ ଦେଇ ଗତି କରୁଛି। ଲକ୍‌ଡାଉନ୍‌ ଯୋଗୁଁ ଠପ୍‌ ହୋଇଥିବା ବେପାର ସବୁ ଅଣ୍ଟା ସଳଖ କରିବାକୁ ଲାଗିଛନ୍ତି। ଏସବୁ ମଧ୍ୟରେ ବିଗତ ୩ ସପ୍ତାହ ହେବ ଦେଶରେ କ୍ରମାଗତ ଭାବେ ତେଲ ଦର ବେଲଗାମ ହୋଇଛି। ଯାହାକୁ ନେଇ ଦେଶବାସୀ ଚିନ୍ତିତ। ଏସବକୁ ନଜରରେ ରଖି କଂଗ୍ରେସ…

କ୍ରମାଗତ ୩ୟ ଦିନ ପାଇଁ ବଢ଼ିଲା ପେଟ୍ରୋଲ,…

ନୂଆଦିଲ୍ଲୀ: ପୁଣିଥରେ ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। କ୍ରମାଗତ ୩ୟ ଦିନ ପାଇଁ ଦର ବୃଦ୍ଧି ହୋଇଛି। ଆଜି ବର୍ଦ୍ଧିତ ଦର ଘୋଷଣା ପରେ ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ୍ ୧.୭୮ ଟଙ୍କା ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି…

ପୁଣି କମିଲା ତେଲଦର

ନୂଆଦିଲ୍ଲୀ:  ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର। ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା କ୍ରମଶଃ ହ୍ରାସ ପାଉଥିବାରୁ ବିଶ୍ୱ ତେଲ ବଜାରରେ ବଢିଥିବା ତେଲ ଦର ଏବେ ହ୍ରାସ ପାଇବାରେ ଲାଗିଛି। ଫଳରେ ଭାରତୀୟ ବଜାରରେ ମଧ୍ୟ ତେଲଦର ହ୍ରାସ ପାଉଛି। ଗତ ୧୬ ତାରିଖଠାରୁ ଲଗାତାର ତେଲଦର କମିବାରେ ଲାଗିଛି।…

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ହ୍ରାସର ସକରାତ୍ମ ପ୍ରଭବ ଭାରତୀୟ ତୈଳ ବଜାରରେ ପଡିଛି। ଜାତୀୟ ରାଜଧାନୀ ସମେତ ଦେଶର କେତେକ ମହାନଗରରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି। ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୩ ପଇସା ହ୍ରାସ ପାଇ ଲିଟର ପ୍ରତି…