ପ୍ରଥମଥର: ମହାମାରୀ କରୋନା କବଳରେ ପୋଷା…
ନ୍ୟୁୟର୍କ: ମହାମାରୀ କରୋନା ଭାଇରସ୍କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହିି ମହାମାରୀ କବଳରେ ଏପର୍ଯ୍ୟନ୍ତ ୨୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ। ମଣିଷ ସମାଜ ପାଇଁ ଘାତକ ସାଜିଥିବା କରୋନା ଭାଇରସର ଲକ୍ଷଣ ଏବେ ପଶୁପକ୍ଷୀଙ୍କ ନିକଟରେ ଦେଖିବାକୁ ମିଳିଛି। ପୂର୍ବରୁ ଆପଣ ବାଘ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା…