ବ୍ରିଟେନରେ ଫାଇଜର ଟିକା ନେବା ପରେ ୨…
ନୂଆଦିଲ୍ଲୀ: ବ୍ରିଟେନ୍ରେ ଫାଇଜର କରୋନା ଭ୍ୟାକ୍ସିନକୁ ଟିକାକରଣ ପାଇଁ ଅନୁମତି ମିଳିଥିଲା। ଟିକା ପାଇବା ପରେ ଲୋକଙ୍କ ମନରେ ନୂଆ ଆଶା ଉଜ୍ଜିବୀତ ହୋଇଥିଲା। କିନ୍ତୁ ଟିକାକରଣର ପ୍ରଥମ ଦିନରେ ଦୁଇ ସ୍ବାସ୍ଥ୍ୟ କର୍ମୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୁଇ ଜଣଙ୍କ ଶରୀରରେ ଭ୍ୟାକ୍ସିନ୍ର ଆଲର୍ଜି…