ଆଶା ବଢ଼ାଉଛି ପ୍ଲାଜମା ଚିକିତ୍ସା,…
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିକି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏସବୁ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତି ଖବର। କରୋନା ସଂକ୍ରମଣକୁ ନଜରରେ ରଖି ସରକାର ରାଜ୍ୟରେ ପ୍ଲାଜମା ଚିକିତ୍ସା କରିବାକୁ…