ସମସ୍ତ ରେଳ ଷ୍ଟେସନରେ ମିଳିବ ମଟକା ଚା’:…
ନୂଆଦିଲ୍ଲୀ : ପ୍ଲାଷ୍ଟିକ ମୁକ୍ତ ଭାରତ ଗଢିତୋଳିବା ପାଇଁ ସରକାର ବିଭିନ୍ନ ପହକ୍ଷେପ ନେଉଛନ୍ତି। ଏହି ଦିଗରେ ଆଉ ପାଦେ ଆଗେଇ ଭାରତୀୟ ରେଳବାଇ ବିଭାଗ। ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍ ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି ଯେ, ସମସ୍ତ ରେଳ ଷ୍ଟେସନରେ ପ୍ଲାଷ୍ଟିକ କପ୍ ବଦଳରେ ଏଣିକି…