ଆଜି ଠାରୁ ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହ
ମାଲକାନିଗିରି: ଆଜିଠାରୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳିବାକୁ ନକ୍ସଲ ମାନ ଆହ୍ନାନ ଦେଇଛନ୍ତି। ବିଏସଏଫ, ସିଆରପିଏଫ, ଡିଭିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂକୁ ଜୋରଦାର କରାଯାଇଛି।
ଏଥିପାଇଁ ଉପାନ୍ତ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ମାନ ଲଗାଯାଇଛି।…