କିଭଳି ହେବ +୨ ପରୀକ୍ଷାର ମୂଲ୍ୟାୟନ?…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନ ଆଗ, ଆଉସବୁ ପଛ। ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ ଓ ସଭ୍ୟତା ଆଗକୁ ବଢିବ ବୋଲି କହିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଯୁକ୍ତ ୨ ବାର୍ଷିକ ପରୀକ୍ଷାକୁ ଚଳିତବର୍ଷ ବାତିଲ କରିଥିଲେ। ଯାହାପରେ ଯୁକ୍ତ ୨ ମୂଲ୍ୟାୟନ କିଭଳି ହବେ…