Odisha Link
Bridging the Missing Links in Odisha
Browsing Tag

Plus 2 Science Result

ଆଜି ଯୁକ୍ତ ୨ ବିଜ୍ଞାନ ଫଳ: କେମିତି…

ଭୁବନେଶ‌୍ବର: ଆଜି ମଧ୍ୟାହ୍ନରେ ବାହାରିବ ଯୁକ୍ତ ୨ ବିଜ୍ଞାନ ଫଳାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ଆଜି ଅପରାହ୍ନ ସାଢ଼େ ୧୨ଟାରେ ପ୍ରକାଶ ପାଇବ। ମହାମାରୀ କରୋନା ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲା। ଆଜି ପରିଷଦ ପରିସରରେ ବିଦ୍ୟାଳୟ ଓ…

୧୨ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ…

ଭୁବନେଶ୍ବର: ଆସନ୍ତା ୧୨ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ। ମଧ୍ୟାହ୍ନ ୧୨.୩୦ CHSE ଅଫିସ୍‌ରେ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେହିପରି ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଅଗଷ୍ଟ ଶେଷ ସୁଦ୍ଧା ଯୁକ୍ତ ୨ କଳା ପରୀକ୍ଷାଫଳ ପ୍ରକାଶ ପାଇବ…