ପିଏମ୍ କେୟାର୍ସ ଫଣ୍ଡ: କେତେ ଟଙ୍କା ଜମା…
ନୂଆଦିଲ୍ଲୀ: ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଲାଗି ରହିଛି ବାଦ ବିବାଦ। ଏହାରି ମଧ୍ୟରେ ଆଜି ସୁପ୍ରିମକୋର୍ଟ ପିଏମ୍ କେୟାର୍ସ ଫଣ୍ଡକୁ ନେଇ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଫଣ୍ଡର ଅର୍ଥ ପ୍ରଧାନମନ୍ତ୍ରୀଙ୍କ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି କିମ୍ବା ଏନଡିଆରଏଫରେ ଜମା କରିବାର କୌଣସି…