ସମ୍ବଲପୁରରେ ‘ଆଇଆଇଏମ୍’ ସ୍ଥାୟୀ…
ସମ୍ବଲପୁର: ଆଜି ଭିଡିଓ କନ୍ଫରେନ୍ସି ଜରିଆରେ ସମ୍ବଲପୁରର ‘ଆଇଆଇଏମ୍’ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , କେନ୍ଦ୍ର…