ମାର୍ଚ୍ଚରୁ ପିଏମ୍ଜିଏସ୍ଓ୍ବାଇ-୩
ଭୁବନେଶ୍ୱର: ରାଜ୍ୟ ସରକାର ସମସ୍ତ ସ୍କୁଲ ଓ ଗ୍ରାମାଞ୍ଚଳରେ ଥିବା ହସ୍ପିଟାଲଗୁଡିକୁ ରାସ୍ତା ସଂଯୋଗ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ରାସ୍ତାଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ଓ୍ବାଇ)-୩ରେ ଅନ୍ତର୍ଭୁକ୍ତ କରାଯିବ।
ସୂଚନାଯୋଗ୍ୟ ଯେ, ପିଏମ୍ଜିଏସ୍ଓ୍ବାଇ-୩…