Browsing Tag
Poem
ପିଏମ୍ ମୋଦି ଲେଖିଲେ କବିତା, ଆପଣ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତି ମଧ୍ୟରେ କବି ହୋଇଯାଇଛନ୍ତି। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଏହା ମୋଦିଙ୍କ ଚର୍ଚ୍ଚିତ କବିତା ହିଁ ପ୍ରମାଣିତ କରିଛି। ପ୍ରକୃତି ବିଭୋର କରେ, ଆନମନା କରେ ଏବଂ ଭାବୁକକୁ କବିରେ ପରିଣତ କରିଦିଏ। ଏହା ସତରେ ପ୍ରମାଣିତ କରିଛି…
କବିତାର ରାଣୀ
ସୋନାଲି ସ୍ବାଇଁଙ୍କ କବିତା
କବିତାର ରାଣୀ
ମନ ମୋର ଆନମନା
ସତେ ଭାରି ଅବୁଝା
କେବେ କେବେ ହୁଏ ଇଛା
ସାଜିବାକୁ ତୁମ ଆକାଶର ଜହ୍ନ।
ତୁମକୁ ଛୁଇଁବା ସ୍ବପ୍ନ ନହେଇ ପୂରଣ
ଦୂରେ ଥାଇ ଦେଖିବି ତୁମକୁ
ହସି ହସି ତୁମ ଦେହେ
ଢାଳିବାକୁ ପ୍ରେମର ଜୋଛନା।
ପୁଣି କେବେ ଭାବେ
ପାଲଟିଯାଆନ୍ତି ଅବା…