ଥାନା ଗାଡ଼ି ପୋଡ଼ା ମାମଲା: ୧୩ ଜଣଙ୍କୁ…
ଯାଜପୁର: ଯାଜପୁର ପଣସୁଧା ଗାଁରେ ପୁଲିସ ଗାଡ଼ି ପୋଡ଼ା ମାମଲାରେ ୧୩ ଅଟକ ଅଛନ୍ତି। ଶନିବାର ବିଳମ୍ବିତ ରାତିରେ ଘରେ ପଶି ୧୩ ଜଣଙ୍କୁ ଉଠାଇନେଇଛି ପୁଲିସ। ସେମାନଙ୍କୁ ବାଲିଚନ୍ଦ୍ରପୁର ଥାନାରେ ରଖି ପଚରାଉଚରା କରୁଛି। ତେବେ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଛି।
ମିଳିଥିବା ସୂଚନା…