ଆଉ ହେବ ନାହିଁ ଗାଡ଼ିର ପ୍ରଦୂଷଣ ଯାଞ୍ଚ!
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଡ୍ରାଇଭିଂ ଲାଇସେନ୍ସ, ଇନସୁ୍ୟରାନ୍ସ ଓ ପଲୁ୍ୟସନ ପ୍ରମାଣପତ୍ର ନଥିଲେ ଜୋରିମାନା କରାଯାଉଛି। ଇଚ୍ଛା…