ପଶ୍ଚିମବଙ୍ଗକୁ ୫୦୦ ଟନ୍ ପଲିଥିନ୍…
ଭୁବନେଶ୍ବର: ଅମ୍ପାନ୍ ଗ୍ରସ୍ତ ପଶ୍ଚିମବଙ୍ଗରେ ପୀଡ଼ିତଙ୍କୁ ଅସ୍ଥାୟୀ ଆଶ୍ରୟ ଯୋଗାଇବା ଲାଗି ସହଯୋଗର ହାତ ବଢ଼ାଇଛି ଓଡ଼ିଶା। ଓଡ଼ିଶା ସରକାରଙ୍କ ପକ୍ଷରୁ ୫୦୦ ମେଟ୍ରିକ୍ ଟନ୍ ପଲିଥିନ୍ ପଶ୍ଚିମବଙ୍ଗକୁ ପ୍ରେରଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ଆସନ୍ତାକାଲି…