ସିଏଏ ଦଙ୍ଗା ପାଇଁ ୧୨୦ କୋଟି ଖର୍ଚ୍ଚ…
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିଲ୍ ଆଇନରେ ପରିଣତ ହେବା ଦିନଠାରୁ ଦେଶବ୍ୟାପୀ ଜାରି ରହିଛି ବିକ୍ଷୋଭ। ଉତ୍ତରପ୍ରଦେଶରେ ସିଏଏକୁ ନେଇ ସୃଷ୍ଟି ହୋଇଥିବା ହିଂସା ପଛରେ ଏକ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି। ଏହି ଦଙ୍ଗା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଫଆଇ) ଦ୍ବାରା ପ୍ରାୟୋଜିତ ବୋଲି…