Odisha Link
Bridging the Missing Links in Odisha
Browsing Tag

post pone

କରୋନା: ଘୁଞ୍ଚିଲା ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ବର: ଭାରତରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ପାଇଁ ସାରା ଦେଶବାସୀ ଆତଙ୍କିତ ଥିବା ବେଳେ ଗତକାଲି ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶାରେ ପଞ୍ଚାୟତ ଉପନିର୍ବାଚନକୁ ସ୍ଥଗିତ କରାଯାଇଛି। ପଞ୍ଚାୟତ…

ବିଜେଡିର କାର୍ଯ୍ୟକାରିଣୀ ବୈଠକ ବାତିଲ୍

ଭୁବନେଶ୍ବର: ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବାତିଲ୍। ଆସନ୍ତା ୧୬ ତାରିଖରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ହେବାକୁ ଥିଲା। ଯାହାକୁ ବାତିଲ୍‌ କରାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ବୈଠକ ସ୍ଥଗିତ ରହିବ। ଏନେଇ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା ଆଜି…

ଏପ୍ରିଲ ୧୫ ଯାଏଁ ଘୁଞ୍ଚିଲା ଆଇପିଏଲ

ମୁମ୍ବାଇ: ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସର ଆତଙ୍କ ଦେଖାଦେଇଛି। କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା ପରେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛି ଭାରତ। କରୋନାର ଭୟାବହତାକୁ ଆଖି ଆଗରେ ରଖି ଆଇପିଏଲ ରଦ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଆସନ୍ତା ଏପ୍ରିଲ ୧୫ ଯାଏଁ…

ଘୁଞ୍ଚିଲା ଶାହୀନବାଗ ଶୁଣାଣି

ନୂଆଦିଲ୍ଲୀ: ଘୁଞ୍ଚିଲା ଶାହୀନବାଗ ଶୁଣାଣି। ନୂଆଦିଲ୍ଲୀ ଶାହୀନବାଗ ହିଂସା ନେଇ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି। ମାର୍ଚ୍ଚ ୨୩ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ହିଂସା ଦୁର୍ଭାଗ୍ୟଜନକ, ଏବେ ଶୁଣାଣିର ସମୟ ନୁହେଁ। ହିଂସା ଜାରି ଥିବା…

ନିର୍ଭୟା ମାମଲା : ପୁଣି ଘୁଞ୍ଚିଲା ପୃଥକ…

ନୂଆଦିଲ୍ଲୀ : ଘୁଞ୍ଚି ଘୁଞ୍ଚି ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ନିର୍ଭୟା ମାମଲାର ଦୋଷୀଙ୍କୁ ପୃଥକ୍‌ ଭାବେ ଫାଶୀ ଦେବା ନିମନ୍ତେ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି ଆସନ୍ତାକାଲି କରାଯିବ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଶୁଣାଣି ସମୟରେ ସୁପ୍ରିମ୍‌ କୋର୍ଟ ନିର୍ଭୟା ମାମଲାର…

ନିର୍ଭୟା ମାମଲା: କାଲିକୁ ଘୁଞ୍ଚିଲା…

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଡେ‌ଥ୍‌ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଇଲେ କୋର୍ଟ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ କାଲିକୁ ଡେ‌ଥ୍‌ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଇଛନ୍ତି। ଦୋଷୀ ବିନୟଙ୍କ ଓକିଲ କାଲି ତଥ୍ୟ ରଖିଲେ ହେବ ଶୁଣାଣି। ନୂଆ ଡେ‌ଥ୍‌ ଓ୍ବାରେଣ୍ଟ ଜାରି ଆବେଦନ ଉପରେ ଚାଲିଥିଲା ଶୁଣାଣି।…