ଆସିଲା ସୁଶାନ୍ତଙ୍କ ପୋଷ୍ଟମର୍ଟମ…
ମୁମ୍ବାଇ: ଗତକାଲି ବଲିଉଡର ଷ୍ଟାଇଲିସ୍ ହିରୋ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇ ଯାଇଥିଲା। ଗତକାଲି ରାତିରେ ହିଁ ସୁଶାନ୍ତଙ୍କ ପୋଷ୍ଟମଟମ ହୋଇଥିଲା। ତାହା ରିପୋର୍ଟ ମଧ୍ୟ ଆସିଯାଇଛି। ମୃତ୍ୟୁ ଫାଶୀ ଲଗାଇବା ଦ୍ବାରା ହୋଇଛି ବୋଲି ପୋଷ୍ଟମଟମ ରିପୋର୍ଟରେ ପ୍ରକାଶ ପାଇଛି। ଏଥିସହିତ ସୁଶାନ୍ତଙ୍କ…