Odisha Link
Bridging the Missing Links in Odisha
Browsing Tag

Pradeep Maharathy

ପ୍ରଦୀପ ମହାରଥୀଙ୍କ ବିୟୋଗରେ…

ଭୁବନେଶ୍ବର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ। ପ୍ରଦୀପ ମହାରଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ପ୍ରଦୀପଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ମହାରଥୀ ବିଜେଡିର…

ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ପ୍ରଦୀପ…

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ବିଜେଡ଼ିର ଜଣେ ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ଘଟିଛି। ବିଧାନସଭା ପରିସରରେ ମହାରାଥୀଙ୍କ ପାର୍ଥିବ ଶରୀର ପହଞ୍ଚି ସାରିଛି। ଭୁବନେଶ୍ୱର ସରକାରୀ ବାସଭବନରୁ ତାଙ୍କର ପାର୍ଥିବ ଶରୀର ନିଆଯାଇଛି।ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର…

ମହାନିଦ୍ରାରେ ମହାରଥୀ

ଭୁବନେଶ୍ବର: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପିପିଲ ବିଧାୟକ ପ୍ରଦୀପ ମହାରଥୀ। କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିବା ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ…

ବିଧାୟକ ପ୍ରଦୀପ ମହାରଥୀଙ୍କୁ କରୋନା

ଭୁବନେଶ୍ବର: ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ କରୋନା। କରୋନା ସଂକ୍ରମିତ ହୋଇଥିବା ନେଇ ସେ ଗତକାଲି ନିଜର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଯେଉଁ ମାନେ ଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ବିଧାୟକ ପ୍ରଦୀପ ମହାରଥୀ ତାଙ୍କ ସୋଶିଆଲ…

ବିଜେପିକୁ ମହାରଥୀଙ୍କ ଚ୍ୟାଲେଞ୍ଜ:…

ଭୁବନେଶ୍ବର: ବିଜେପିକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ମହାରଥୀ। ସରକାରୀ ଜମି ହଡପ ନେଇ ବିଜେପି ସାଂଘାତିକ ଅଭିଯୋଗ କରିବା ପରେ ଚ୍ୟାଲେଞ୍ଜ ଦେଇଛନ୍ତି ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ। ତାଙ୍କ ନାଁରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି ମହାରଥୀ…

ପିଲା ଜନ୍ମକରି ବାଞ୍ଝ ଦୋଷରୁ ମୁକ୍ତି…

ଭୁବନେଶ୍ବର: ରାଜ୍ୟର ସ୍କୁଲଗୁଡ଼ିକରେ ପାଇଖାନା ପ୍ରସଙ୍ଗରେ ଆଜି ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ। ସ୍କୁଲରେ ହୋଇଥିବା ପାଇଖାନା ବ୍ୟବସ୍ଥାକୁ ନେଇ ଗଣଶିକ୍ଷାମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ମହାରଥୀ। ସ୍କୁଲଗୁଡ଼ିକରେ ବହୁତ ପାଇଖାନା ହୋଇଛି। ହେଲେ ସେଗୁଡ଼ିକରେ ପାଣିର ସୁବିଧା…

ମନ୍ତବ୍ୟ ବାଦ୍‌ ଦିଆନଗଲେ ବିଧାନସଭା ଆଉ…

ଭୁବନେଶ୍ବର: ଗତକାଲି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆକ୍ଷେପ କରିବା ଘଟଣାରେ ଆଜି ଶାଣିତ ସ୍ୱରରେ ମହାରଥୀ କଡ଼ା ଜବାବ ଦେଇଛନ୍ତି। ମହାରଥୀ କହିଛନ୍ତି,“ କାଲି ମନ୍ତ୍ରୀ ଯାହା ଉତ୍ତର ଦେଇଥିଲେ ତାହା ଭୁଲ୍ ଉତ୍ତର ଥିଲା। ମନ୍ତ୍ରୀ କହିଥିଲେ ରାଜ୍ୟରେ ୧୨୮ଟି…

ରାଜନୀତିରୁ ସନ୍ନ୍ୟାସ ନେବେ ସଂଜୟ,…

ଭୁବନେଶ୍ବର: ରାଜନୀତିରୁ ସନ୍ନ୍ୟାସ ନେବେ ପୁରୀ ଜିଲ୍ଲାର ୫ ବିଜୁ ଜନତା ଦଳ(ବିଜେଡି) ନେତା। ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାସବର୍ମା, ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି, ନିମାପଡ଼ାର ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ପିପିଲିର ବିଧାୟକ ପ୍ରଦୀପ ମହାରଥୀ ଓ ସତ୍ୟବାଦୀ…

ଜେଲ୍‌ ଗଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ୍‌ ଓ ଅନ୍ୟ ସଦସ୍ୟଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଛି ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ। ଶେଷରେ ପୁଲିସ ତାଙ୍କୁ ଗିରଫ କରି ଝାରପଡ଼ା ଜେଲକୁ ପଠାଇ ଦେଇଛି। ପ୍ରଦୀପଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ସେତେଦିନ…