କ୍ଷମା ମାଗିଲେ ପ୍ରଜ୍ଞା
ଭୁବନେଶ୍ବର : ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ଲୋକ ସଭାରେ କ୍ଷମା ମାଗିଲେ । ନାଥୁରାମ ଗଡସେକୁ ଦେଶଭକ୍ତ କହିବାଥିବା ପ୍ରସଙ୍ଗକୁ ନେଇ କ୍ଷମା ମାଗିଲେ ପ୍ରଜ୍ଞା । ଏହି ପ୍ରସଙ୍ଗକୁ ନେଇ ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଚାପ ପରେ କ୍ଷମା ପ୍ରାର୍ଥନା କଲେ ପ୍ରଜ୍ଞା ।' ଯଦି ମୋ ବୟାନ ଦ୍ବାରା…