ଚନ୍ଦ୍ରରେ ଶୋଇଲା ପ୍ରଜ୍ଞାନ, ଇସ୍ରୋ…
ଓଏଲ୍ ବ୍ୟୁରୋ: ଚନ୍ଦ୍ର ପୃଷ୍ଠରେ ଶୋଇଲା ରୋଭର ପ୍ରଜ୍ଞାନ। ୧୪ ଦିନର ମିଶନ ସାରି ସ୍ଲିପ୍ ମୋଡକୁ ଚାଲିଗଲା ରୋଭର ପ୍ରଜ୍ଞାନ। ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍’ କରାଇ ‘ସ୍ଲିପ୍ ମୋଡ୍’ରେ…