ସାହିତ୍ୟ ପଞ୍ଜୁରୀ ପ୍ରହଲ୍ଲାଦ ଶତପଥୀଙ୍କ କବିତା ପଞ୍ଜୁରୀ ରୋଟି ସଜା ହେଇଛି ଜହ୍ନ ପରିକା ଆକାଶରେ ଚିନି ଦାନା ପରି ତାରା ସବୁ ବିଞ୍ଛା ସରିଛି, ପଞ୍ଜୁରୀ ଭିତରେ ବନ୍ଦ ଶୁଆକୁ କେମିତି ବୁଝେଇବି କିଛି ବି ନାଇଁ ଆମ ହାତ ପାଆଂତାରେ ଡିବିରି ଜଳୁଛି ତ ଜଳୁ ତେଲ ଥିବା ଯାଏଁ ମୁଁ ଜଳିବି ଜାଳିବି ଏକାକୀତ୍ବକୁ…