NPR ପାଇଁ କୌଣସି ପ୍ରମାଣପତ୍ର ଦରକାର…
ନୂଆଦିଲ୍ଲୀ: ଆଜି ଅପରାହ୍ନରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର)କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏନପିଆରକୁ ଅପ୍ଡେଟ୍ କରିବା ପାଇଁ ମଞ୍ଜୁରୀ ମିଳିଛି।
ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ…