Odisha Link
Bridging the Missing Links in Odisha
Browsing Tag

PRANAB PRAKASH DAS

ବିଜେଡି ଏକାକୀ ଲଢ଼ିବ, ତିନି ଚତୁର୍ଥାଂଶରୁ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ମାହୋଲ। ଓଡ଼ିଶାରେ ଏକାଥରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବା ବେଳେ ସାରା ଦେଶର ନଜର ଏବେ ବିଶେଷ ଭାବେ ଓଡ଼ିଶା ଉପରେ ରହିଛି। ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ମଧ୍ୟାହ୍ନରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ…

ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ପୁରୀ ଗସ୍ତରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ପରିକ୍ରମା ପ୍ରକଳ୍ପ କାମ ତ୍ବରାନ୍ବିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ତାଙ୍କ ସହିତ…

ବଦଳିଲେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବାଜିଲାଣି ନିର୍ବାଚନ ବିଗୁଲ। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କଲେଣି ଅଙ୍କକଷା। ନିର୍ବାଚନକୁ ଆଉ ଏକ ବର୍ଷକୁ କମ୍‌ ସମୟ ଥିବା ବେଳେ ଶାସକ ବିଜୁ ଜନତା ଦଳ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାରେ ଲାଗିପଡ଼ିଛି। ଏସବୁ ମଧ୍ୟରେ ଆଜି ୩୦ଟି ଜିଲ୍ଲାର…

ଟ୍ବିଟର୍‌ ତାଣ୍ଡବ: ଧର୍ମେନ୍ଦ୍ରଙ୍କୁ…

ଭୁବନେଶ୍ବର: ଏଇ କିଛିଦିନ ହେବ ବିଭିନ୍ନ ଅବକାଶରେ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ସହ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କର ସମୀକରଣରେ ନୂଆ ରଙ୍ଗ ଲାଗିଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ସାଧାରଣତଃ ପରଦା…

BJD ଇତିହାସରେ ପ୍ରଥମ: ରାଜ୍ୟ…

ଭୁବନେଶ୍ବର: ବିଜୁ ଜନତା ଦଳରେ ଜଣେ ନେତା କୌଣସି ପଦବୀ ପ୍ରାପ୍ତ ହେବା ପରେ ତାଙ୍କୁ ଦଳ ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯିବା ଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ବିଜେଡିର ଅନ୍ୟତମ କ୍ଷମତାକେନ୍ଦ୍ର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ…

କୁନି ଝିଅ ପାଇଁ ରକ୍ତ ଦେଲେ ଯାଜପୁର…

ଯାଜପୁର: ଆଜି ପାଟକୁରା ନିର୍ବାଚନ। ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ସମସ୍ତଙ୍କ ନଜର ଏବେ ପାଟକୁରା ଉପରେ ଥିବା ବେଳେ ଏକ ମହତ କାର୍ଯ୍ୟ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଏକ ୭ ବର୍ଷର କୁନି ଝିଅକୁ ରକ୍ତ ଦେଇ ବଞ୍ଚେଇଛନ୍ତି ବିଧାୟକ। ଯାଜପୁର ଆଙ୍କୁଲା ଗ୍ରାମର ବର୍ଷା ମଲ୍ଲିକ…

ଶକ୍ତି ବିଭାଗରେ ଏବେ ବି ଶକ୍ତିଶାଳୀ…

ଭୁବନେଶ୍ବର: ମେ ୨୯ରେ ୫ମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ୫ମ ପାଳିରେ ୧୦ ଜଣ ନୁଆ ଚେହେରାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ। ଏଥିରୁ ଶକ୍ତିବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ହେଲେ ଅନ୍ୟତମ। ସେ ପ୍ରଥମ…