ସହମତିରେ ବାହାଘର ହେଇଛି: ପ୍ରଫୁଲ୍ଲ ଘଡ଼ାଇ
ଭୁବନେଶ୍ବର: ବିଧାୟକ ପ୍ରୀତିରଂଜନ ଘଡ଼ାଇଙ୍କ ସହ ଅଭିନେତ୍ରୀ ଝିଲିକ୍ଙ୍କ ବାହାଘର ପ୍ରସଙ୍ଗରେ ମୁହଁ ଖୋଲିଲେ ବିଧାୟକଙ୍କ ବାପା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଘଡ଼ାଇ। ଶ୍ରୀଯୁକ୍ତ ଘଡ଼ାଇ କହିଛନ୍ତି ଯେ, ପରିବାରଙ୍କ ସହମତି ଓ ଉପସ୍ଥିତିରେ ବୈଦିକ ରିତିରେ ବାହାଘର ହୋଇଛି। ବାହାଘର ସରିଯାଇଛି। ଏହା…