୨୦ ବର୍ଷ ତଳର ମାମଲାରୁ ମୁକ୍ତ ହେଲେ…
ଓଏଲ୍ ବ୍ୟୁରୋ: ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି। ନୀଳଗିରି ଠାକୁରାଣୀ ପୋଡ଼ି ମାମଲାରେ ଛନ୍ଦି ହୋଇଥିବା ପ୍ରତାପ ଷଡ଼ଙ୍ଗୀ ମୁକୁଳିବା ସହ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛନ୍ତି। ଦୀର୍ଘ ୨୦ ବର୍ଷ ତଳର ମାମଲାରୁ ମୁକ୍ତ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ। ଏଥିସହିତ ସେ କହିଛନ୍ତି ଧର୍ମର…