Odisha Link
Bridging the Missing Links in Odisha
Browsing Tag

PRATAP JENA

ରାଜ୍ୟରେ ରହିବନି କଚ୍ଚା ଘର

ଭୁବନେଶ୍ୱର: ଏଣିକି ଆଉ ରାଜ୍ୟରେ କଚ୍ଚା ଘର ରହିବ ନାହିଁ। ସମସ୍ତଙ୍କୁ ପକ୍କା ଘର ମିଳିବ। ଏକଥା କହିଛନ୍ତି ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା। ତାଙ୍କ ସୂଚନା ଅନୁଯାୟୀ ଆଗାମୀ ୩ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର…

ବଦଳିବ ରାଜ୍ୟର ସବୁ ବଡ଼ ବସଷ୍ଟାଣ୍ଡର…

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଥିବା ବଡ଼ ବଡ଼ ବସଷ୍ଟାଣ୍ଡର ଆଧୁନିକିକରଣ ହେବ। ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଏହି ପଦକ୍ଷେପ ନେବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ। ଏହି ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟର ଅଧିକାଂଶ ସହରରେ ଥିବା ବସ୍‌ ଷ୍ଟାଣ୍ଡର…

କଟକରେ ହେବ ନୂଆ ସିଡିଏ : ନଗର ଉନ୍ନୟନ୍ନ…

କଟକ: ବାଲିଯାତ୍ରା ଯୋବ୍ରା ମହାନଦୀ ପଠା ମଧ୍ୟରେ ୪୦୦ ଏକର ନୂଆ ଜାଗା ବାହାରିବ। ଏହି ନୂଆ ଜାଗାରେ ଏସସିବିରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବ। ଏନେଇ ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। କିଛି ସରକାରୀ ଅଫିସ୍ ଓ ବାସପୋଯୋଗୀ ଜମି ମଧ୍ୟ ବାହାରିବ। ନୂଆ ଜାଗାରେ ସ୍ପୋଟର୍ସ…

ହାଇଦ୍ରାବାଦ୍‌ ଏନକାଉଣ୍ଟର: ସମର୍ଥନ…

ଭୁବନେଶ୍ବର: ଆଜି ପୁଲିସ ଭୋର ୩ଟା ସମୟରେ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି। ତେଲେଙ୍ଗାନା ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ରାଜ୍ୟର ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି। ପ୍ରତାପ ଜେନା…

ଏବେ ଖୋଲିବନି ରତ୍ନ ଭଣ୍ଡାର: ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ରତ୍ନଭଣ୍ଡାର ପ୍ରସଙ୍ଗ। ଆଜି ଜଟଣୀ ବିଧାୟକ ସୁର ରାଉତାରାୟ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ପ୍ରଶ୍ନ ପଚାରିଥିଲେ। ସୁରଙ୍କ ପ୍ରଶ୍ନର ଉତ୍ତର ରଖିଲେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା। ପ୍ରତାପ କହିଛନ୍ତି ଯେ, ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ । ଶେଷଥର ପାଇଁ ୧୯୮୫…

ନବୀନଙ୍କ ନାମ ନେଇ ପାରି ହେଉଛନ୍ତି କିଛି…

ଭୁବନେଶ୍ବର: ଚାଲିଛି ବିଧାନସଭାର ଶୀତକାଳୀନ ଅଧିବେଶନ। ହେଲେ ଶାସକ ଦଳକୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଯେତିକି ଅଡୁଆରେ ପକାଉ ନାହାନ୍ତି ତାଠୁ ଅଧିକ ଶାସକ ଦଳର ବିଧାୟକ ପକାଉଛନ୍ତି। ଯାହାକୁ ନେଇ ବେଶ୍‌ ସରଗରମ ରହୁଛି ବିଧାନସଭା। ଆଜି ଗୃହରେ ବିଜେଡି ବିଧାୟକ ଆଣିଥିବା ଅଭିଯୋଗ ବେଶ୍‌ ଚର୍ଚ୍ଚାରେ…

ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଲେ…

ଭୁବନେଶ୍ବର: ଆଜି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଛନ୍ତି ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ‌, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କଠାରୁ ଶ୍ରୀ…

ଢେଙ୍କାନାଳ ଗସ୍ତରେ ରାଜ୍ୟ ସହର ଓ ନଗର…

ଢେଙ୍କାନାଳ: ଅଚନାକ ଢେଙ୍କାନାଳ ଗସ୍ତ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ପ୍ରଥମେ ପଞ୍ଚାୟତରାଜ, ଆଇନ୍, ସହର ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଢେଙ୍କାନାଳ ପୌର କାର୍ଯ୍ୟାଳୟକୁ ଯାଇ ସେଠାରେ ଉନ୍ନୟନ୍ନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ପୌର କାର୍ଯ୍ୟାଳୟକୁ ଆସିଥିବା ଲୋକଙ୍କ ସହ ସୁବିଧା ଅସୁବିଧା…

ପିଲାଙ୍କୁ ପାଠ ପଢ଼ାଇଲେ ଆଇନ୍‌ ମନ୍ତ୍ରୀ

ସୁନ୍ଦରଗଡ଼: ସ୍କୁଲ ପିଲାଙ୍କୁ ପାଠପଢ଼ାଇଲେ ରାଜ୍ୟର ଆଇନ୍‌ ମନ୍ତ୍ରୀ। ପାଠ ପଢ଼ାଇବା ସହିତ ପିଲାଙ୍କ ସହ କିଛି ସମୟ କାଟିଥିଲେ ମନ୍ତ୍ରୀ ପ୍ରତାପ ଜେନା। ଯାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସୁନ୍ଦରଗଡ ଜିଲ୍ଳା ଗସ୍ତରେ ଅଛନ୍ତି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା। ସେ ମଧ୍ୟ ଆଜି ସ୍କୁଲକୁ ଯାଇ…

ରାଜ୍ୟରେ ପ୍ରତିଷ୍ଠା ହେବ ୨୪ଟି ଫାଷ୍ଟ…

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ ଶୀଘ୍ର ୨୪ଟି ଫାଷ୍ଟ ଟ୍ରାକ୍‌ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ। ଏ ନେଇ କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସିଭିଲ୍‌ କୋର୍ଟ ଆଇନ-୧୯୮୪…