ଆଗରେ ପ୍ରତାପ, ପଛରେ ନବୀନ
ଭୁବନେଶ୍ବର: ଶୀର୍ଷକଟି ପଢ଼ି ଆପଣ ଚମକି ପଡ଼ିଲେ କି? କିନ୍ତୁ କଥାଟା ଏକପ୍ରକାର ସତ ବୋଲି ଧରିନିଅନ୍ତୁ। ରାଜ୍ୟର ପଞ୍ଚାୟତିରାଜ, ଆଇନ ଓ ସହର ବିକାଶ ମନ୍ତ୍ରୀ ପ୍ରତାପ ଜେନାଙ୍କର ଲୋକପ୍ରିୟତା ବଢ଼ିଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା କମୁଛି। ତଥ୍ୟ ତୁଳନା କଲେ ଏୟା ମାନିବାକୁ…