Odisha Link
Bridging the Missing Links in Odisha
Browsing Tag

PRATAP SADANGI

ପ୍ରତାପଙ୍କ କୁଡ଼ିଆରେ ଖାଇଲେ ୨…

ବାଲେଶ୍ବର: ଚାଳ ଛପର କୁଡ଼ିଆରେ ମଧ୍ୟାହ୍ନ ଭୋଜନ ଖାଇଲେ ଦୁଇ କେନ୍ଦ୍ରମନ୍ତ୍ରୀ ଓ ସାଂସଦ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଚାଳ ଘରେ ଆଜି ମଧ୍ୟାହ୍ନ ଭୋଜନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ। ଆଜି ନନାଙ୍କ ଘରେ ଅତିଥି ହୋଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ। ଆଉ ଅତିଥି ସତ୍କାର କରିବା ପାଇଁ ସାଂସଦଙ୍କ ଭଉଣୀ,…

ଅଶ୍ଵିନୀଙ୍କୁ ଭେଟିଲେ ପ୍ରତାପ, ରଖିଲେ…

ନୀଳଗିରି: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଆଜି ସାକ୍ଷାତ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ବାଲେଶ୍ବରବାସୀଙ୍କ ୨ଟି ଦାବି ବିଷୟରେ ଅଶ୍ବିନୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ପ୍ରଥମତଃ ବାଲେଶ୍ଵର ଏକ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ୍। ଏହାକୁ ଦକ୍ଷିଣ…

କୃଷି ଆନ୍ଦୋଳନରେ ଦେଶ ବିରୋଧୀଙ୍କ ହାତ…

ନୂଆଦିଲ୍ଲୀ: କୃଷି ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧିଙ୍କ ହାତ ରିହିଛି, ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ। ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧିଙ୍କ ଭାଷା କହୁଛନ୍ତି ବୋଲି କହିଛନ୍ତି…

କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ବାଡ଼ିରେ…

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀଙ୍କ ବାଡ଼ିରେ ଭାଲୁ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନୀଳଗିରି ସ୍ଥିତ ବାସ ଭବନ ବାଡ଼ିରେ ଭାଲୁ ପଶିଥିବା ସୂଚନା। ହେଲେ ଏପର୍ଯ୍ୟନ୍ତ ଭାଲୁଟିର ସନ୍ଧାନ ମିଳିପାରି ନାହିଁ। ବୁଧବାର ଭୋର ସମୟରେ ଭାଲୁ ପଲ ଜଙ୍ଗଲକୁ ପଳାଇଥିବା ବେଳେ ସେହି ପଲରୁ ଗୋଟିଏ ଭାଲୁ ରହିଯାଇଥିଲା ।…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ…

କଟକ: ୭୪ତମ ସ୍ବାଧୀନତା ଦିବସ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମାସିକ ପତ୍ରିକା "ଯୁବ ସଂକଳ୍ପ"ର ପ୍ରଥମ ସଂସ୍କରଣକୁ ଭର୍ଚୁଆଲ ଲୋକାର୍ପଣ କରିଛନ୍ତି ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଏହି…

ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆଦିତ୍ୟଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏନେଇ ଟେର ପାଉନି ଜିଆରପି ପୁଲିସ୍। ଫଳରେ ଦିନକୁ ଦିନ ଆଦିତ୍ୟ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେବାରେ ଲାଗିଛି। ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାକୁ ନଜରରେ ରଖି…

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଆଜି ଓଡ଼ିଆଙ୍କ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି। ରାଜ୍ୟର ଏହା ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ…

ଓଡ଼ିଶାର ଗାନ୍ଧୀ ପ୍ରତାପ ଷଡ଼ଙ୍ଗୀ: ଅମିତ…

ଭୁବନେଶ୍ବର: ପୁଣିଥରେ ଗଣମାଧ୍ୟମ ଓ ସୋଶାଲ ମିଡିଆରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଲେ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱରର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଶୁକ୍ରବାର ଭୁବନେଶ୍ୱରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଆୟୋଜିତ ବିଶାଳ ଜନସଭାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବୋଧନ…

ନୀବନଙ୍କୁ ଭେଟିଲେ ପ୍ରତାପ

ଭୁବନେଶ୍ବର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ପବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ବିଭିନ୍ନ ପ୍ରସଙ୍ଗରେ ୨ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ନାଚିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ବର: ସଂକୀର୍ତ୍ତନ ଦଳରେ ମିଶି ନାଚିଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ। ଗତକାଲି ଥିଲା ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ। ସେଥିପାଇଁ ସେ ରାମନ୍ଦିରକୁ ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପରେ ସେଠାରେ ଆୟୋଜିତ ହେଉଥିବା ସଂକୀର୍ତ୍ତନରେ ସାମିଲ୍‌ ହୋଇଥିଲେ।…