ଆଜି ପ୍ରଥମାଷ୍ଟମୀ, ପଢ଼ୁଆଁ ହେବେ ବଡ଼…
ପୁରୀ: ଆଜି ପ୍ରଥମାଷ୍ଟମୀ। ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ପ୍ରଥମାଷ୍ଟମୀ। ଏହି ଦିନରେ ଜ୍ୟେଷ୍ଠ ବା ପ୍ରଥମ ସନ୍ତାନଙ୍କୁ ନୂଆବସ୍ତ୍ର ପରିଧାନ କରିବା ସହ ବନ୍ଦାପନା କରାଯାଏ। ଏହାପରେ ବିଭିନ୍ନ ରକମର ମିଠା ପିଠା ଆସରରେ ବି ଜମେ। ହଳଦୀ ପତ୍ରରେ ଏଣ୍ଡୁରି…