ଭୂତକୁ ଡ଼ରନ୍ତି ପ୍ରେମ ଚୋପ୍ରା
ମୁମ୍ବାଇ : ବଲିଉଡ୍ରେ ଖଳନାୟକ କଥା ଉଠିଥିଲେ ସାଧାତଣତଃ ପ୍ରେମ୍ ଚୋପ୍ରାଙ୍କ ନାମ ମନେ ପଡ଼େ । ସେ ଖଳନାୟକ ଚରିତ୍ରରେ ଅଭିନୟ କରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରେମ୍ ୧୯୬୦ ମସିହାରେ ପଞ୍ଜାବୀ ସିନେମାରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଓ ୧୯୬୪ରେ ହିନ୍ଦୀ ସିନେମା…