ପିଲାଙ୍କ ପେଟ ପାଇଁ ଲଣ୍ଡା ହେଲା ବିଧବା…
ତାମିଲନାଡୁ: କଥାରେ ଅଛି ପେଟ ପାଇଁ ନାଟ। ଆଉ ଏହି ନାଟ ଭଲ ଭାବରେ ବୁଝିଥାଏ ଜଣେ ମା। ନିଜେ ଉପାସ ରହି ସେ ନିଜ ପିଲାଙ୍କ ପେଟକୁ ଖାଇବା ଦେଇଥାଏ, ସେ ହେଉଛି ମାଆ। ଦାରିଦ୍ର୍ୟର ଶିକାର ହୋଇ ଜଣେ ମା ତା ପିଲାଙ୍କ ପାଇଁ ଭୋକ ମେଣ୍ଟେଇବାକୁ ଯାଇ ନିଜେ ଲଣ୍ଡା ହୋଇ ଚୁଟି ବିକ୍ରି କରିଦେଇଛି। ଚୁଟି ବିକ୍ରି…