Odisha Link
Bridging the Missing Links in Odisha
Browsing Tag

President Kovind

ନୈଶ୍ୟ ଭୋଜିରେ ଟ୍ରମ୍ପଙ୍କୁ ପରସା ଯିବ…

ନୂଆଦିଲ୍ଲୀ: ପରିବାର ସହ ୨ ଦିନ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଙ୍କର ଭାରତରେ ଆଜି ଅନ୍ତିମ ଦିନ। ଆଜି ବିଳମ୍ବିତ ସନ୍ଧ୍ୟାରେ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ ପରିବାର ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀ ସହ ପୁଣି ଥରେ ରାଷ୍ଟ୍ରପତି ଭବନ ଯିବେ କାରଣ,…

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅପରାହ୍ନରେ ୨ଟା ୩୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ ରାଷ୍ଟ୍ରପତି। ସେଠାରୁ ରାଜଭବନ ନଯାଇ ସିଧାସଳଖ ହେଲିକପ୍ଟର ଯୋଗେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଓହ୍ଲାଇବେ। ସେଠାରୁ…