Odisha Link
Bridging the Missing Links in Odisha
Browsing Tag

Price high

ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ତୈଳ ବଜାରରେ ଲାଗାତାର ଦରବୃଦ୍ଧି ପରେ ଏଲପିଜି ସିଲିଣ୍ଡର ଦର ବଢ଼ିଛି। ସିଲିଣ୍ଡର ପିଛା ୫୦ ଟଙ୍କା ଦର ବଢ଼ିଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଏଲପିଜି ଗ୍ୟାସ ଦର ବଢ଼ିଛି। ଅର୍ନ୍ତ୍ରରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧି ଘଟିବା ପରେ ଆଜି ଦେଶରେ ଦାମ ବଢିଛି। ରାଜଧାନୀ ଦିଲ୍ଲୀରେ ଅଣସବସିଡି…

ଚଳିତ ବଜେଟ୍‌ରେ ମହଙ୍ଗା ହୋଇପାରେ ଏହି…

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି‌ ୧ତାରିଖରେ ଉପସ୍ଥାପନ ହେବ ଚଳିତ ବର୍ଷର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ଥାପନ କରିବେ। ଏଥର ‌ବଜେଟ୍‌ରେ ଅନେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ବଢ଼ାଇବା ନେଇ ସରକାର ବିଚାର କରୁଛନ୍ତି। ବିଶେଷ କରି ଜୋତା, କାଗଜ, ଆସବାବପତ୍ର, ରବର ସାମଗ୍ରୀ ଓ…

ମୁହାଁମୁହିଁ ହେଲେ ଆମେରିକା-ଇରାନ,…

ନୂଆଦିଲ୍ଲୀ: ଆମେରିକା- ଇରାନ ମୁହାଁମୁହିଁ ବିଶ୍ଵର ତୈଳ ବଜାରକୁ ପ୍ରଭାବିତ କରିଛି।ଭାରତରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ନୂଆବର୍ଷ ଦିନ ତୈଳଦର ସ୍ଥିର ଥିବାବେଳେ ଗୁରୁବାର ଏବଂ ଶୁକ୍ରବାର ତୈଳଦର ବୃଦ୍ଧି ପାଇଛି। ଆମେରିକା ଶୁକ୍ରବାର ଇରାକ୍‌ର ବାଗଦାଦସ୍ଥିତ ଏକ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ…

ପିଆଜ ପରେ ଆଳୁ ବେପାରୀଙ୍କ କଳାବଜାରୀ

ଭୁବନେଶ୍ବର: ପିଆଜ ପରେ ଏବେ ଆଳୁ ସଂଙ୍କଟ। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହ୍ରାସ ପାଇନାହିଁ ହେଲେ ବେପାରୀଙ୍କ କଳାବଜାରୀ ଯୋଗୁଁ ଆଳୁ ଦର ବୃଦ୍ଧି ପାଇଛି। ପାଇକାରୀ ଦର କ୍ବିଣ୍ଟାଲ୍‌ ପିଛା ୧୮ଶହରୁ ୧୯ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୨୫ଟଙ୍କାରେ ଆଳୁ ବିକ୍ରି ହେଉଛି। ଏହି ବର୍ଧିତ ଦର…

ପିଆଜ ପରେ ଦୁଗ୍ଧ, ଡାଲି ଓ ଚିନି ଦର ବଢିବ…

ମୁମ୍ବାଇ: ଦେଶ ସାରା ପିଆଜ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚନ୍ତିତ ଥିଲା ବେଳେ ଏବେ ଦୁଗ୍ଧ, ଡାଲି ଏବଂ ଚିନି ଭଳି ସାମଗ୍ରୀର ଦାମ୍ ଅଧିକ ରହିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ତାଙ୍କ ଟିମ୍‌ ଏହି ଖାଦ୍ୟ ଦରବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ପିଆଜ ଚିନ୍ତା ରିଜର୍ଭ…