ପୁଣି ବଢ଼ିଲା ତୈଳ ଦର
ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୭୫ ଡଲାର ଟପିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ଦର ସର୍ବାଧିକ ହୋଇଛି। ଅଶୋଧିତ ତେଲର ଦାମ ବଢ଼ିବାର ପ୍ରଭାବ ଏବେ ଘରୋଇ ବଜାରରେ ପଡ଼ିଛି। ଯେଉଁଥିପାଇଁ ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଏବଂ ଡିଜେଲ ଲିଟର ପିଛା ପଇସା ବଢ଼ିଛି।…