କରୋନା: ୭ଦିନରେ ସୁସ୍ଥ ହେଲେ ବ୍ରିଟେନ…
ଲଣ୍ଡନ: ମହାମାରୀ କରେନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ରିଟେନର ରାଜକୁମାର ପ୍ରିନ୍ସ ଚାର୍ଲସ ଏବେ ସୁସ୍ଥ ହୋଇଯାଇଛନ୍ତି। ସେ ସଂକ୍ରମିତ ହେବାର ୭ଦିନ ପରେ କରୋନା ଭାଇରସରୁ ମୁକ୍ତ ହୋଇଛନ୍ତି। କରୋନାରେ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେଲଫ ଆଇସୋଲେସନରେ ରହିଥିଲେ। ଏବେ କିନ୍ତୁ ସେ ସୁସ୍ଥ ହୋଇ…