ଟେଷ୍ଟ ଟିମ୍ ଘୋଷିତ: ରାହୁଲଙ୍କୁ…
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ ପାଇଁ ଟିମ୍ ଘୋଷଣା କରିଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ୧୫ ମାସ ପରେ ଟେଷ୍ଟ ଟିମକୁ ଫେରିଛନ୍ତି ଯୁବ ଖେଳାଳି ପୃଥୀ ସ। ଏଥିସହିତ ଯୁବ ଖେଳାଳି ଶୁଭମନ ଗିଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଟି-୨୦ ଓ ଦିନିକିଆରେ ଦମଦାର ବୋଲିଂ…