ଅବତରଣ ବେଳେ ବିମାନ ଦୁର୍ଘଟଣା, ଚାଲିଗଲା…
ନୂଆଦିଲ୍ଲୀ: ଅବତରଣ ବେଳେ ବିମାନ ଦୁର୍ଘଟଣା। ଜଳିଗଲା ଜେଟ୍। ଚାଲିଗଲା ୯ ଜୀବନ। ଜରୁରୀ ଅବତରଣ ବେଳେ ଘଟିଯାଇଛି ଏହି ଦୁର୍ଘଟଣା। ମୃତକମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଥିବା ବେଳେ ଅନ୍ୟ ୨ ଜଣ ବିମାନର ଚାଳକ (କ୍ରିୟୁ ସଦସ୍ୟ) ରହିଛନ୍ତି। ଡୋମିନିକାନ୍ ଗଣରାଜ୍ୟର ରାଜଧାନୀ ସାଣ୍ଟୋ ଡୋମିଂଗୋ ଲାସ୍…