Odisha Link
Bridging the Missing Links in Odisha
Browsing Tag

Prof. Ganeshi Lal

ସୌଭାଗ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ…

ଓଏଲ୍‌ ବ୍ୟୁରୋ: ୭୭ତମ ସ୍ବାଧୀନତା ଦିବସ ପୂର୍ବରୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଜାତୀୟ ପତାକା ଉଡ଼ାଇଥିଲେ ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ। ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ୍‌ ଏଲବ୍ରସ୍‌ ଚଢ଼ି ଇତିହାସ…

ନୀରବିଗଲେ ନବ ଦାସ: ଅନ୍ତିମ ଦର୍ଶନ କଲେ…

ଓଏଲ୍‌ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷ ଦର୍ଶନ ପାଇଁ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ପହଁଞ୍ଚିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ। ରାଜ୍ୟପାଳଙ୍କ ପରେ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ:…

ଓଏଲ୍‌ ବ୍ୟୁରୋ: ଧୁମଧାମରେ ସମଗ୍ର ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ। ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବମୁଖର ପରିବେଶ। ଭୁବନେଶ୍ୱରରେ ବି ବେଶ୍‌ ଆଡମ୍ବର ସହ ଆଜି ପାଳିତ ହୋଇ ଯାଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ଏଥର ବିନା କରୋନା କଟକଣାରେ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାରୁ ସମସ୍ତେ ବେଶ୍‌…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ:…

ଓଏଲ୍‌ ବ୍ୟୁରୋ: ଆଜି ସମଗ୍ର ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ। ଏଥିନିମନ୍ତେ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବମୁଖର। ଭୁବନେଶ୍ୱରରେ ବି ବେଶ୍‌ ଆଡମ୍ବର ସହ ଆଜି ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ…

ରାଜ୍ୟପାଳଙ୍କ ନୂଆବହି ‘କି ସୁନ୍ଦର…

ଭୁବନେଶ୍ବର: ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସଦ୍ୟତମ ଓଡ଼ିଆ ପ୍ରବନ୍ଧ ସଂକଳନ 'କି ସୁନ୍ଦର ଆହା କି ଆନନ୍ଦମୟ' ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ବିଭିନ୍ନ ସାମାଜିକ ଓ ବୌଦ୍ଧିକ ପ୍ରସଙ୍ଗ ଉପରେ ଖବରକାଗଜମାନଙ୍କରେ ପୂର୍ବରୁ ପ୍ରକାଶିତ ରାଜ୍ୟପାଳଙ୍କ ଆଲେଖଗୁଡ଼ିକ ଏକାଠି କରି ଏ…

ଆଜି ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ:…

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଡିସେମ୍ବର ୨୬ ଅର୍ଥାତ୍‌ ରବିବାର ଅନୁଷ୍ଠିତ ହେବ। କୋରାପୁଟ ବଦଳରେ ଏଥର ଏ ଉତ୍ସବ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି। ଏ ଅବସରରେ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ କଥାକାର ଶ୍ରୀ ଦାଶ ବେନହୁର ଓ ପ୍ରସିଦ୍ଧ କବି ଶ୍ରୀ ହୃଷିକେଶ ମଲ୍ଲିକଙ୍କୁ…

ମାତାପିତାଙ୍କୁ ଈଶ୍ବର ଏକ ଦିବ୍ୟ…

ଭୁବନେଶ୍ବର: ମାତା ପିତାଙ୍କୁ ଈଶ୍ୱର ଏକ ମହତ୍‌ ଉଦ୍ଦେଶ୍ୟ ଓ କାର୍ଯ୍ୟ ସମର୍ପିଛନ୍ତି। ଏବଂ ସ୍ୱର୍ଗୀୟ ଭାବନାରେ ସିକ୍ତ ହୋଇ ଦିବ୍ୟ ଅନୁଭୂତିର ସେବାରେ ସେମାନଙ୍କୁ ନିୟୋଜିତ କରିଛନ୍ତି। ନିଜର ସନ୍ତାନମାନଙ୍କ ମଧ୍ୟରେ ଦିବ୍ୟ ଅନୁଭୂତି ଓ ଭାବନା ସୃଷ୍ଟି ସହ ସଠିକ୍‌ ଲାଳନପାଳନ ଦ୍ୱାରା ଜଗତକୁ ଏକ ଦିବ୍ୟ…

ଉତ୍କଳ ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ…

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ନିଜର ଏକ ବର୍ଷର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନିଜର ଦରମା ରାଜ୍ୟପାଳ ତଥା ଉତ୍କଳ ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି। ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ…

ପ୍ରେମ୍‌ ଆନନ୍ଦଙ୍କ ସଙ୍ଗୀତରେ ଓଡ଼ିଆ ଗୀତ…

ଭୁବନେଶ୍ବର: ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏଠି ସେଠି କିମ୍ବା ସଉକ ପାଇଁ ନୁହେଁ, ଷ୍ଟୁଡିଓରେ ବିଧିବଦ୍ଧ ଭାବେ ଏକ ଓଡ଼ିଆ ଗୀତର ରେକର୍ଡିଂ କରିଛନ୍ତି ରାଜ୍ୟପାଳ। ତାହା ପୁଣି ଜଣେ ପେସାଦାର କଣ୍ଠଶିଳ୍ପୀଙ୍କ ଭଳି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ମାଟି ଓଡ଼ିଶା… ଏ ଜାତି…

ରାଜ୍ୟପାଳଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟପାଳଙ୍କୁ କରୋନା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ କରୋନା। ରାଜ୍ୟପାଳ ଏବଂ ତାଭ୍କ ପତ୍ନୀ ଉଭୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟପାଳ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କ ସସ୍ପଂର୍ଶରେ…