Odisha Link
Bridging the Missing Links in Odisha
Browsing Tag

Promotion Court

ଆଜିଠୁ ୨ୟ ପର୍ଯ୍ୟାୟ ପ୍ରମୋସନ୍‌ ଅଦାଲତ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ପ୍ରମୋସନ୍‌ ଅଦାଲତର ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି। ଦ୍ବିତୀୟ ପର୍ଯ୍ୟାୟ ଶୁଣାଣିରେ ୪ ଦିନ ଧରି ଚାଲିବ ପ୍ରମୋସନ୍‌ ଅଦାଲତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ଏକା ସାଙ୍ଗରେ ୬ଟି ସ୍ଥାନରେ ଶୁଣାଣି ହେବ। ପ୍ରମୋସନ୍‌ ଅଦାଲତର ଦ୍ବିତୀୟ ପର୍ଯ୍ୟାୟ ଶୁଣାଣିରେ ମୋଟ…

ପଦୋନ୍ନତି ଅଦାଲତରେ ଶୁଣାଣୀ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ଅଦାଲତ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଭିଯୋଗ ଶୁଣାଣି ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ କାରଣରୁ ପଦୋନ୍ନତିରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ଚାଲିଛି। ପ୍ରମୋସନରୁ ବଞ୍ଚିତ…